WiSCL bajao … Majestic & ବିଶାଳକାୟ SkyBox Cricket Stadium ତିଆରି କରାଯାଇଛି ଆପଣମାନଙ୍କ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ !!
ଛତିଆର ଅତି ସୁନ୍ଦର ପରିବେଶରେ, National Highway sideରେ ଥିବା AMOGHA Mega SkyBox Cricket Stadium ର ଅନୁଭବ ଏକଦମ ନିଆରା ହେବାକୁ ଯାଉଛି !
120 ଫୁଟ ଲମ୍ବା, 90 ଫୁଟ ଚଉଡ଼ା ଓ 26 ଫୁଟ ଉଚ୍ଚତା ବିଶିଷ୍ଟ ଏହି AMOGHA SkyBox Cricket Stadiumରେ Flood Light ର ବ୍ୟବସ୍ଥା ରହିଛି; ମାନେ Summer Seasonରେ cricket ଖେଳିବାର ମଜ଼ା ନେବାରୁ କେହି ରୋକିପାରିବେ ନାହିଁ ଆମକୁ !
ଏହା ସହିତ Audience Gallery ମଧ୍ୟ ରହିଛି; ହଁ .. ତୁମ parents, ତୁମ fans ତୁମକୁ ଚୌକା, ଛକା ମାରିଲାବେଳେ; Wicket ଚଟକେଇଲା ବେଳେ; ଡାଇଭ ମାରି Catch ନେଲାବେଳେ ତାଳି ମାରୁଥିବେ !! ଟିକେ ଭାବିଲ … କେମିତି feel ହେବ !!